Press "Enter" to skip to content

ଚଳନ୍ତା ଟ୍ରେନ ଆଗକୁ ଡେଇଁଲେ ମହିଳା ଦେଖନ୍ତୁ ଭିଡ଼ିଓ ଲୋମ ଟାଙ୍କୁରୀ ଉଠିବ Viral video

ଦାଦର ରେଳ ଷ୍ଟେସନରେ ଜଣେ ମହିଳା ଚଳନ୍ତା ଟ୍ରେନ୍ ଆଗରେ ଡେଇଁପଡିଥିଲେ l ଶୁକ୍ରବାର ଦିନ ମୁମ୍ବାଇର ଦାଦର ରେଳ ଷ୍ଟେସନରେ ଜଣେ ମହିଳା ହଠାତ୍ ରେଳ ଟ୍ରାକ୍ ଉପରକୁ ଡେଇଁପଡିଥିଲେ କିନ୍ତୁ ଷ୍ଟେସନରେ ଉପସ୍ଥିତ ଥିବା ପୋଲିସ କର୍ମଚାରୀ ତାଙ୍କୁ ଉଦ୍ଧାର କରିଥିଲେ l ଯଦି କୌଣସି ବିଳମ୍ବ ହୋଇଥାନ୍ତା ତେବେ ମହିଳା ଜଣକ ଜୀବନ ହରାଇଥାନ୍ତେ l

ମୁମ୍ବାଇର ଦାଦର ରେଳ ଷ୍ଟେସନରେ ଜଣେ ମହିଳା ଚଳନ୍ତା ଟ୍ରେନ ଆଗରେ ଡେଇଁପଡିଥିଲେ l ସୌଭାଗ୍ୟବଶତ ମହିଳା ଜଣକ ରେଳ ଟ୍ରାକ୍ ଉପରକୁ ଡେଇଁବା ମାତ୍ରେ ଜଣେ ପୋଲିସ କର୍ମଚାରୀ ମଧ୍ୟ ଡେଇଁପଡି ମହିଳାଙ୍କ ଜୀବନ ରକ୍ଷା କରିଥିଲେ ଏବଂ କିଛି ସେକେଣ୍ଡ ପରେ ଟ୍ରେନ୍ ମଧ୍ୟ ଷ୍ଟେସନରେ ପହଞ୍ଚିଥିଲା l

ଯଦି ଟିକିଏ ବିଳମ୍ବ ହୋଇଥାନ୍ତା ମହିଳାଙ୍କ ଜୀବନ ନଷ୍ଟ ହୋଇଥାନ୍ତା l ମହିଳା ଜଣକ ଆ-ତ୍ମହତ୍ୟା କରିବାକୁ ଚାହୁଁଥିବା ଅନୁମାନ କରାଯାଉଛି

ସୂଚନାଯୋଗ୍ୟ ଯେ ଅତୀତରେ ଏଭଳି ଅନେକ ଘଟଣା ଘଟିଛି ଜଣେ ମହିଳା ମୁମ୍ବାଇର ଘାଟକୋପର ରେଳ ଷ୍ଟେସନରେ ଟ୍ରେନ ଆଗରେ ଡେଇଁପଡିଥିଲେ l ଏହି ଘଟଣାର ଭିଡିଓ ରେଳ ପୋଲିସ ସେୟାର କରିଛି l ଏହା ଆତ୍ମହତ୍ୟା ମାମଲା ବୋଲି କୁହାଯାଉଥିଲା l

ଷ୍ଟେସନରୁ ସିଧା ଯାଉଥିବା ଟ୍ରେନ ଆଗରେ ଏହି ମହିଳା ଡେଇଁ ପଡିଥିଲେ l ସେ ଟ୍ରାକ ମଝିରେ ଅଟକି ରହିଥିଲେ ଏବଂ ଟ୍ରେନର ଚାରିଟି ବଗି ସେଠାରୁ ଯିବା ଦେଖି | ଏହି ଘଟଣାର ପୁରା ଭିଡିଓ ଷ୍ଟେସନରେ ସ୍ଥାପିତ ସିସିଟିଭିରେ କଏଦ ହୋଇଛି l

ଭିଡିଓରେ ଶାଢ଼ି ପିନ୍ଧିଥିବା ଜଣେ ମହିଳା ପ୍ଲାଟଫର୍ମରେ ଠିଆ ହୋଇଥିବା ନଜର ଆସିଛନ୍ତି ଏବଂ ଟ୍ରେନ୍ ଆସିବା ମାତ୍ରେ ସେ ଟ୍ରାକକୁ ଡେଇଁପଡିଛନ୍ତି l ଏହି ମହିଳା କିଏ ଏବଂ ସେ କେଉଁଠାରୁ ଆସିଥିଲେ ସେ ସମ୍ବନ୍ଧରେ ସୂଚନା ଉପଲବ୍ଧ ନଥିଲା l ଆଶ୍ଚର୍ଯ୍ୟର କଥା ମହିଳା କେଉଁଆଡେ ଗଲେ ତାହା ଜଣା ପଡି ନଥିଲା l

ଭିଡିଓରେ ଏହା ଦେଖାଯାଉଛି ଯେ ଟ୍ରେନ୍ ଷ୍ଟେସନରେ ଅଟକି ଯାଇଛି, ଲୋକମାନେ ଏଥିରେ ଚଢୁଛନ୍ତି କିନ୍ତୁ ଟ୍ରେନ୍ ପାର ହେବା ପରେ ମଧ୍ୟ ମହିଳାଙ୍କ କୌଣସି ପତ୍ତା ମିଳିନଥିଲା ଟ୍ରାକଟି ଖାଲି ପଡ଼ିଥିବାର ଦେଖାଯାଇଥିଲା ଏବଂ ସେହି ମହିଳା ମଧ୍ୟ ସେଠାରୁ ଅଦୃଶ୍ୟ ହୋଇଯାଇଥିଲେ। ଏତେ ଶୀଘ୍ର କ’ଣ ହେଲା, କିଛି ଜଣା ପଡିନାହିଁ l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l

ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

More from ଭାଇରଲ ଖବରMore posts in ଭାଇରଲ ଖବର »

Be First to Comment

Leave a Reply

Your email address will not be published.