Press "Enter" to skip to content

ଅଲିଉଡ କୁଇନ ବର୍ଷା ଅନୁଭଙ୍କୁ ଛାଡ଼ପତ୍ର ଦେଲା ପରେ କାହାପାଇଁ କଲେ ସାବିତ୍ରୀ ବ୍ରତ ଦେଖନ୍ତୁ ଭିଡ଼ିଓ ଲୋକ କହିଲେ ଏମିତି କଥା – Ollywood

ବର୍ଷା ଏତେସବୁ ହେଲାପରେ ମଧ୍ୟ ଏ ବର୍ଷ ବି ସାବିତ୍ରୀ ବ୍ରତ ଅନୁଭବ ଙ୍କ ପାଇଁ ରଖିଛନ୍ତି l ପ୍ରତିବର୍ଷ ବର୍ଷା ଓଡ଼ିଆ ବୋହୁ ଙ୍କ ପରି ରୀତିନୀତି ଅନୁସାରେ ସମସ୍ତ ପାରମ୍ପରିକ ଅନୁଷ୍ଠାନ ଆଗ୍ରହ ର ସହ ପାଳନ କରନ୍ତି l ବର୍ଷା ଅନୁଭବ ଙ୍କ ଜୀବନରେ ଏମିତି ଏକ ମୋଡ଼ ଆସିବ ବୋଲି କେହି କେଭେ ମଧ୍ୟ ଚିନ୍ତା କରିନଥିଲେ l

ଆଗ ଧାଡି ର ଅଭିନେତା ଅଭିନେତ୍ରୀ ଭାବେ ଅନୁଭବ ଏବଂ ବର୍ଷା ଙ୍କ ନାଁ ସବୁଠୁ ଆଗରେ ଆସେ l ଅନୁଭବ ତାଙ୍କ ଜୀବନରୁ ଧୀରେ ଧୀରେ ଊନତି କରି ଅଭିନେତା ରୁ ସାଂସଦ ହୋଇଛନ୍ତି ଯାହାର କିଛି ମାତ୍ରା ରେ ଶ୍ରେୟ ବର୍ଷା ଙ୍କୁ ମଧ୍ୟ ଯାଉଛି l

ବର୍ଷା ଅନୁଭବ ଙ୍କ ପାଇଁ ଅନେକ ପ୍ରଚାର ପ୍ରସାର ରେ ଯୋଗ ଦେଇଥିଲେ ଏବଂ ତାଙ୍କ ସ୍ୱାମୀ ଙ୍କୁ ଭୋଟ ଦେଇ ଜୟଯୁକ୍ତ କରାଇବାକୁ ଅନୁରୋଧ କରିଥିଲେ l କିନ୍ତୁ ସେସବୁ ଆଜି ବଦଳି ଯାଇଛି ଦୁହେଁ ଦୁହିଁଙ୍କ ସହ ରହିବାକୁ ଆଉ ଚାଁହୁନାହାନ୍ତି l

ବିବାଦ କ୍ଷେତ୍ରରେ ଯୋଡି ହୋଇ ରହିଛନ୍ତି ଏହି ସୁନ୍ଦର ଯୋଡି l ଅନୁଭବ ଏବଂ ବର୍ଷା ଙ୍କ ଛାଡ଼ପତ୍ର ମାମଲା ବିଚାର ହେଉଥିବା ବେଳେ ଦୁହେଁ ବର୍ତ୍ତମାନ ଅଲଗା ରହୁଛନ୍ତି l ଏହି ମଧ୍ୟରେ ସାବିତ୍ରୀ ବ୍ରତ ପଡ଼ିଥିବା ହେତୁ ବର୍ଷା ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ସାବିତ୍ରୀ ବ୍ରତ ପାଳନ କରିଥିଲେ l

ବର୍ଷା ହିନ୍ଦୁ ଘରର ନାରୀ ହିସାବରେ ସମସ୍ତ କର୍ତ୍ତବ୍ୟ ପାଳନ କରିବାକୁ ଭଲ ପାଆନ୍ତି l ବର୍ଷା ଉପବାସ ରହି ମନ୍ଦିର କୁ ଯାଇ ସାବିତ୍ରୀ ବ୍ରତ ର ପୂଜା କରିଥିଲେ ଯାହାକି ଇନ୍ତାରନେଟ ରେ ଖୁବ ଭାଇରଲ ହେଉଛି l ବର୍ଷାଙ୍କ ମନ୍ଦିର ଯିବାର ଭିଡ଼ିଓ ବର୍ତମାନ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ସୃଷ୍ଟି କରୁଛି l

ଏହି ଭିଡିଓକୁ ଦେଖିବା ମାତ୍ରେ ସମସ୍ତ ଲୋକ ପ୍ରଶ୍ନ କରିଥିଲେ ବର୍ଷା ଅନୁଭବ ଙ୍କ ତ ଛାଡ଼ପତ୍ର ହେବା ଉପରେ କିନ୍ତୁ ବର୍ଷା କାହାପାଇଁ ସାବିତ୍ରୀ ବ୍ରତ ପାଳନ କରୁଛନ୍ତି l ବାସ୍ତବରେ ବର୍ଷା ଅନୁଭବ ଙ୍କ ପାଇଁ ବ୍ରତ ରଖିଥିଲେ l ଏବଂ ଲୋକେ ଏହି ଭିଡ଼ିଓ ଦେଖିବା ପରେ ଦୁହିଁଙ୍କୁ ପୁଣିଥରେ ଏକାଠି ଦେଖିବାକୁ ଚାହିଁଛନ୍ତି ରିଲ ଲାଇଫ ଏବଂ ରିଅଲ ଲାଇଫ ରେ l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ l ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

Be First to Comment

Leave a Reply

Your email address will not be published.