Press "Enter" to skip to content

କାହିଁକି ଲାଗିଲା ଦୁଇ ସିଙ୍ଗର ଙ୍କ ମଧ୍ୟରେ ତର୍କା ତର୍କି ଦେଖନ୍ତୁ ଏହି vidio

ବନ୍ଧୁଗଣ ଓଡ଼ିଶାର ସଂଗୀତକାର ଙ୍କର ସ୍ୱତନ୍ତ୍ର ପରିଚୟ ରହିଥିବା ବେଳେ ସଭିଏଁ ନିଜ ନିଜର କଳା ପାଇଁ ପରିଚୟ ସୃଷ୍ଟି କରିଛନ୍ତି l ଓଡ଼ିଶାର ଦୁଇଜଣ ସିଙ୍ଗର ତାରିଖ ଏବଂ ସ୍ୱୟଂ ଙ୍କୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ଚାଲିଛି l

ତରଙ୍ଗ ରେ ପ୍ରସାରିତ ହେଉଥିବା ଏକ ରିୟାଲିଟି ଶୋ ରେ ଟିକେ ଟିକେ କଥା ପାଇଁ ହେଇଗଲା ମହା ତାମସା l ତାରିଖ ଅଜିଜ ଏବଂ ସ୍ୱୟଙ୍କ ମଧ୍ୟରେ କଥା କଟାକଟି ଏତେ ମାତ୍ରା ରେ ହେଇଯାଇଥିଲା ଯେ ଶୋ ଛାଡିବାକୁ ପଡିଲା ସ୍ୱୟଂ ପାଢ଼ୀ ଙ୍କୁ l ସାରା ଓଡ଼ିଶାବାସୀ ଜାଣିଥିବେ ଅଭିଜିତ ମଜୁମଦାର ଙ୍କ ପ୍ରତ୍ୟକ ଟି ଶୋ କୁ ନେଇ ଚର୍ଚ୍ଚା ଲାଗି ରହିଥାଏ l

ଅଭିଜିତ ମଜୁମଦାର ପ୍ରତ୍ୟକଥର ନୂଆ ନୂଆ ଅନ୍ଦାଜ ରେ ଓଡିଶାବାସିଙ୍କ ହୃଦୟ କିଣିବାକୁ ଚେଷ୍ଟା କରିଥାନ୍ତି l ସେହିପରି ଜୁଲାଇ 3 ତାରିଖରେ ପ୍ରଥମ ଥର ପ୍ରସାରିତ ହୋଇଥିବା ଶୋ ଗ୍ରାଣ୍ଡ ମେଲୋଡି ଶୋ ଏବେ ପୁଣିଥରେ ବିବାଦ ଘେରରେ l

ଏହି ଶୋ ର ରୁଲ ରହିଛି ଯେ ଜଣେ ଜଣଙ୍କ ଶୋ ବା ଗୀତ ରେ ନିଜର ମନ୍ତବ୍ୟ ତଥା କମେଣ୍ଟ କରିପାରିବେ l କିନ୍ତୁ ଓଡ଼ିଆ ସିଙ୍ଗର ତାରିଖ ଅଜିଜ କିଏ ହବ ମୋ ରଙ୍ଗବତୀ ଗୀତ ଗାଇ ସାରିବା ପରେ ସ୍ୱୟଂ ପାଢ଼ୀ କହିଥିଲେ ଯେ ସେ ସବୁବେଳେ ଡ୍ୟାନ୍ସ ପ୍ୟାଟନ ର ଗୀତ ଗାଉଛନ୍ତି l

ତ ଏଥିରେ ବଡ଼ କଥା କଣ ଯେ କେହି ବି ବୋଲି ପାରିବେ ଏମିତି l ଏହାପରେ ଭଡକୀ ଯାଇଥିଲେ ତାରିଖ ଏବଂ କହିଥିଲେ ତମ ବଂଶ ବୁନିୟାଦୀ ରେ କେହି ଡାନ୍ସ ପ୍ୟାଟନ ରେ ଗୀତ କିଏ ଗାଇଛନ୍ତି ନା ଗାଇପାରିବେ ତମେ କେବଳ ସେ ପଲ ପଲ ରେ ଅଟକିଛ l

ତେବେ ଏହି ଛୋଟିଆ କଥାକୁ ନେଇ ବଂଶ ବୁନିୟାଦୀ କଥା ଉଥିବାରୁ ଶୋ ରେ ହେଲା ବଚସା l ଏବଂ ରାଗିଗଲେ ସ୍ୱୟଂ ପାଢ଼ୀ l ଅନେକ ବିବାଦ ଯୁକ୍ତି ଯୁକ୍ତ ସହ ଶୋ ରେ ଝାମେଲା ଲାଗି ରହିଲା l ଏବଂ ଶେଷରେ ସ୍ୱୟଂ ସେଟ ରୁ ବାହାରିଯାଇଥିଲେ ଏବଂ ପରେ ତାରିଖ ମଧ୍ୟ ନିଜ ଇଗୋ କୁ ନେଇ ବାହାରି ଆସିଥିଲେ l

ସୋସିଆଲ ମିଡିଆରେ ତାରିଖ କୁ ତ୍ୟାଗ କରି ଲେଖିଥିଲେ ସ୍ୱୟଂ l ଯେ ଏହା ଗ୍ରହଣୀୟ ନୁହେଁ ଏବଂ ଛୋଟିଆ କଥା କୁ ନେଇ କାହା ପରିବାର କୁ ଆକ୍ଷେପ କରିବା ଉଚିତ ନୁହେଁ ଏବଂ ମୁଁ ତୁମଠାରୁ ଏହା ଆଶା କରିନଥିଲି l

ଅନ୍ୟ ପଟରେ ତାରିଖ ସୋସିଆଲ ମିଡିଆରେ ସ୍ୱୟଂ ଙ୍କୁ ତ୍ୟାଗ କରି ଲେଖିଥିଲେ ମୋ ସବୁ ସାଙ୍ଗ ମାନେ ଜାଣନ୍ତି ମୁଁ ଯାହା କମେଣ୍ଟ ଦେଇଛି ତାହା ଗ୍ରହଣୀୟ ନୁହେଁ ତେଣୁକରି ମୁଁ ଦୁଃଖିତ l କିନ୍ତୁ ମୁଁ ଯାହା କହିଲି ରାଗ ରେ ବାହାରିଗଲା ମୁଁ ବହୁତ କଷ୍ଟ କରିଛି ଏବଂ ମୁଁ ଜାଣିଛି ସ୍ୱୟଂ ମଧ୍ୟ ବହୁତ କଷ୍ଟ କରିଛନ୍ତି l

କିନ୍ତୁ ମୁଁ କେବଳ ଡ୍ୟାନ୍ସ ଭଳି ଗୀତ ଗାଏ ଏବଂ ଅନ୍ୟ ଗୀତ ପାଇଁ ମୋର ଟ୍ୟାଲେଣ୍ଟ ନାହିଁ ଶୁଣି ମତେ ବାଧିଥିଲା l ମୋ ଉପରେ ଆପଣଙ୍କ ରାଗ ରହିବା ସ୍ୱାଭାବିକ କିନ୍ତୁ ମୁଁ ସହିନପାରି ଏପରି ମନ୍ତବ୍ୟ ରଖିଲି l

ଏଥିରେ କାହାର କେଉଁଠି ରହିଲା ଦୋଷ ନିଶ୍ଚିନ୍ତ କମେଣ୍ଟ ମାଧ୍ୟମରେ ଜଣାଇବେ l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ l ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

Be First to Comment

Leave a Reply

Your email address will not be published.