Press "Enter" to skip to content

ସାମ୍ନାକୁ ଆସିଲା ଶିଳ୍ପା ସେଟ୍ଟି ସ୍ୱାମୀ ଙ୍କ କଳା କାରନାମା ଆପଣ ବି ଜାଣିଲେ କହିବେ ଛି ଛି…. Bollywood

ବନ୍ଧୁଗଣ ଶିଳ୍ପା ସେଟ୍ଟି ଙ୍କୁ ତ ଆପଣ ନିଶ୍ଚିତ ଜାଣିଥିବେ 90 ଦଶକ ଠାରୁ ଏବେ ପର୍ଯ୍ୟନ୍ତ ଦର୍ଶକ ମାନଙ୍କ ମନରଞ୍ଜନ କରିପାରନ୍ତି ଶିଳ୍ପା l କିନ୍ତୁ ବର୍ତ୍ତମାନ ଶିଳ୍ପା ସେଟି ଙ୍କ ସ୍ୱାମୀ ଙ୍କ ସମ୍ପର୍କ ରେ ଏକ ଘୃଣ୍ୟ କାମ ଦେଖିବାକୁ ମିଳିଛି l

ଯାହାକି ଆପଣ ମଧ୍ୟ ଜାଣିଲେ ନିହାତି ଭାବେ ଖରାପ ଅନୁଭବ କରିବେ l ଶିଳ୍ପା ସେଟି ବଲିଉଡ ଅଭିନେତ୍ରୀ ହୋଇଥିବା ବେଳେ ସ୍ୱାମୀ ରାଜ କୁନ୍ଦ୍ରା ଅନେକ ଯବାନ ଝିଅଙ୍କ ଜୀବନ ଖରାପ କରିବାରେ ଲାଗି ପଡିଛନ୍ତି l

ରାଜ କୁନ୍ଦ୍ରା ଜବରଦସ୍ତି ଅନେକ ଝିଅଙ୍କ ସହ ଫିଲ୍ମ ରେ କାମ କରେଇଦେବାର ଲୋଭ ଦେଖାଇ ଆଶୀଳ ଫିଲ୍ମ ରେ କାମ କରାଉଛନ୍ତି l ଅନେକ ପ୍ରକାର ଲୋଭ ଦେଖାଇ ନିଜ କାମ ହାସଲ କରୁଛନ୍ତି ରାଜ କୁନ୍ଦ୍ରା l

ଏହି ସମ୍ପର୍କରେ ବର୍ତ୍ତମାନ ଖୁଲାସା ହେବାରେ ଲାଗିଛି ଏବଂ ରାଜ କୁନ୍ଦ୍ରା ଙ୍କ ନାମରେ ଏକ ମାମଲା ରୁଜୁ ହୋଇଛି l ରାଜ କୁନ୍ଦ୍ରା ଏହାକୁ ଏକ ବ୍ୟବସାୟ ଭାବେ କାର୍ଯ୍ୟକରୁଥିବା ବେଳେ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି l

କୌଣସି ଝିଅଙ୍କ ଇଚ୍ଛା ଥାଉ କିମ୍ବା ନଥାଉ ଅନେକ ପ୍ରଲୋଭନ ଦେଖାଇ ତାଙ୍କୁ ଆଶୀଳ ଫିଲ୍ମ ରେ କାମ କରାଉଥିଲେ l ତାଙ୍କର ଏକ ଆପ୍ପ ଥିବାର ଜଣାପଡିଛି ଯେଉଁଥିରେ ଦେୟ ଦେଇ ଏହିସବୁ ଆଶୀଳ ଫିଲ୍ମ ଯୋଗାଇଦିଆଯାଉଛି l

ସେହିଁ ଆପ୍ପ ର ନାଁ ହେଉଛି ହଟ ହିଟି l ଏବଂ ଅନେକ ଆପ୍ପ ତାଙ୍କର ରହିଛି ବୋଲି ସୂଚନା ମିଳିଛି l ଅନେକ ଲୋକ ଙ୍କ କହିବା ଅନୁଯାଇ ଏହିପରି କଳା କାମ ଅନେକ ଦିନ ହେଲା ଚଳାଇଛନ୍ତି ରାଜ କୁନ୍ଦ୍ରା ମାତ୍ର କାହା ସାମ୍ନାକୁ ଆସିପାରୁନଥିଲା l

ପତ୍ନୀ ବଲିଉଡ ଇଣ୍ଡଷ୍ଟ୍ରି ର ଏତେବଡ଼ ହିରୋଇନ ହେଇ ମଧ୍ୟ ସ୍ୱାମୀଙ୍କ ଏହିପରି କାର୍ଯ୍ୟ ପାଇଁ ଛି ଛି କରିଛନ୍ତି ଲୋକେ l

ଶିଳ୍ପା ବଲିଉଡ ର ଚୁଲବୁଲି ନାୟିକା ଭାବେ ଜଣାଶୁଣା l ଅନେକ ଲୋକ ଶିଳ୍ପା ଙ୍କ ସ୍ୱାମୀଙ୍କ ଠାରୁ ଏପରି ଆଶା କରିନଥିବାର ଦର୍ଶାଇଛନ୍ତି l ଏବଂ ଏହିସବୁ କଳା କାରନାମା ତାଙ୍କ ପରିବାର ଉପରେ ଗଭୀର ପ୍ରଭାବ ପକାଇଛି l

ଅନେକ ଲୋକେ ତାଙ୍କୁ ଏହି କଳା କାରନାମା ପାଇଁ ଆରେଷ୍ଟ କରିବା ପାଇଁ ସୋସିଆଲ ମିଡିଆରେ ଦାବି କରିଛନ୍ତି l ତେବେ ଏହି କ୍ଷେତ୍ରରେ ଘଟଣା ବେଶ ଲଜ୍ୟାଜଣଙ୍କ ଭାବେ ଜଣାଯାଇଛି ଏବଂ ରାଜ କୁନ୍ଦ୍ରା ଙ୍କ ଅସଲ ଚେହେରା ସାମ୍ନାକୁ ଆସିଛି l ଅନେକ ବିଦେଶୀ ଆଶୀଳ ପର୍ଣ ଫିଲ୍ମ ଆପ୍ପ ରେ ମଧ୍ୟ ରାଜ କୁନ୍ଦ୍ରା ଙ୍କ ନାଁ ମଧ୍ୟ ଜଣାଯାଇଛି l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ l ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

More from BollywoodMore posts in Bollywood »

Be First to Comment

Leave a Reply

Your email address will not be published.