Press "Enter" to skip to content

କାହିଁକି ସ୍ୱାମୀଙ୍କୁ ଘୃଣା କରୁଥିଲେ ବିଦ୍ୟା ଭାରତୀ ହାତଲେଖା ଚିଠିରୁ ସ୍ପଷ୍ଟ ହୋଇଛି

ବନ୍ଧୁଗଣ ବିଦ୍ୟା ଭାରତୀ ମାମଲାରେ ନୂଆ ନୂଆ ପ୍ରମାଣ ମିଳିବା ସହ ଘଟଣା ନୂଆ ନୂଆ ମୋଡ଼ ନେବାରେ ଲାଗିଛି l ପରିବାର ଲୋକେ ଏହି ଘଟଣା ପାଇଁ ସମ୍ପୂର୍ଣ୍ଣ ରୂପେ ବୋହୁ ବିଦ୍ୟା ଭାରତୀ ଙ୍କୁ ଦାୟୀ କରୁଥିବା ବେଳେ ତାଙ୍କ ପୁଅକୁ କିପରି ନ୍ୟାୟ ମିଳିବ ଗୁହାରି କରିଛନ୍ତି l

ବହୁ ଚର୍ଚିତ ସୌମ୍ୟରଞ୍ଜନ ମୃ-ତ୍ୟୁ ମାମଲାରେ ସୌମ୍ୟଙ୍କ ମା ଏବଂ ମାମୁଁ ଦୁହେଁ ମାନିବାକୁ ପ୍ରସ୍ତୁତ ନୁହନ୍ତି ଯେ ଏହା ଆ-ତ୍ମ-ହ-ତ୍ୟା ବୋଲି l ବରଂ ସଫଳ ଭାବେ ଏହା ହ-ତ୍ୟା ଷଡଯନ୍ତ୍ର ରୂପେ ପଦକ୍ଷେପ ନେଇ କାର୍ଯ୍ୟ କରାଯାଇଛି ଏବଂ ସବୁ ପଛରେ ବୋହୁ ବିଦ୍ୟା ଭାରତି ଅଛନ୍ତି ବୋଲି କହିଥିଲେ l

ଏହି ସବୁ କ୍ଷେତ୍ରରେ ବିଦ୍ୟା ଙ୍କୁ ସହଦେହ ଘେରରେ ଅନେକ ପ୍ରଶ୍ନ ପଚରା ଯାଇଥିଲା l ପୋଲିସ ସହ କ୍ରାଇମ ବ୍ରାଞ୍ଚ ଟିମ ମଧ୍ୟ ବିଦ୍ୟା ଭାରତୀ ଙ୍କୁ ଜେରା କରିଥିଲେ ଏବଂ ସତ ଜାଣିବାକୁ ଚେଷ୍ଟା କରିଥିଲେ l

ତହିଁ ମଧ୍ୟରେ ସାଇଣ୍ଟିଫିକ ଟିମ ହାତରେ ବିଦ୍ୟା ଭାରତୀ ଙ୍କ ହାତଲେଖା ଏକ ଚିଠି ଜବତ ହୋଇଛି l ଏହି କ୍ଷେତ୍ରରେ ସେହିଁ ଚିଠିରେ ବିଦ୍ୟାଙ୍କ ଉଦେଶ୍ୟ କଣ ଥିଲା ଜାଣିବାକୁ ଚେଷ୍ଟା କରିଛି ସାଇଣ୍ଟିଫିକ ଟିମ l

ଚିଠିରେ ଲେଖା ହେଇଛି – ପୃଥିବୀରେ ମୁଁ ତମକୁ ସବୁଠୁ ବେଶୀ ଘୃଣା କରେ ହେ ପ୍ରଭୁ ମୋର ସବୁ ଭୁଲ କୁ କ୍ଷମା କର l ମୋଜୀବନ କୁ ନଷ୍ଟ ହେବାକୁ ଦିଅନାହିଁ କେମିତି ଆଉ ୩ଦିନ କଟିବ 12-15 ତାରିଖ ପରେ ଶାନ୍ତିରେ ରହିବି ” ଏହା ବିଦ୍ୟା ଭାରତୀ ଚିଠିରେ ଲେଖିଥିଲେ l

ଏବଂ ମୁଁ ଏହି ଲୋକକୁ ଘୃଣା କରେ ଏହି ଲୋକ ସହ ମୋ ନାଁ ଯୋଡିବାକୁ ମଧ୍ୟ ମତେ ଖରାପ ଲାଗୁଛି ଗୋଟିଏ ଭୁଲ ପାଇଁ ସାରା ଜୀବନ କଷ୍ଟ ଦେଖିପାରିବିନି ମୁଁ କାହାର କେଭେ କ୍ଷତି କରିନାହିଁ ଏବଂ କାହାର କ୍ଷତି ଚାହେଁନାହିଁ ବୋଲି ଚିଠିରେ ଲେଖା ଯାଇଛି l

ଏହି ଚିଠି ସୂତ୍ର କୁ ଆଧାର କରି ବିଦ୍ୟା ଭାରତୀ ଙ୍କୁ ପଚରା ଯାଇଥିଲା l ବିଦ୍ୟା ମନ ଦୁଃଖ ଥିବା ବେଳେ ଏମିତି ଲେଖା ଲେଖନ୍ତି ବୋଲି ପ୍ରକାଶ କରିଥିଲେ l ଏବଂ ଏହାର ଏ ଘଟଣା ପଛରେ କୌଣସି ମୂଲ୍ୟ ନାହିଁ ବୋଲି କହିଥିଲେ l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ l ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

More from BREAKING NEWSMore posts in BREAKING NEWS »

Be First to Comment

Leave a Reply

Your email address will not be published.