Press "Enter" to skip to content

ଓଡ଼ିଆରେ ଗୀତ ଗାଇଲେ Bollywood ସୁପରଷ୍ଟାର Gobinda ଦେଖନ୍ତୁ କେଉଁ ଗୀତ ଗାଇଲେ

ବନ୍ଧୁଗଣ ଗୋବିନ୍ଦା ହେଉଛନ୍ତି ଜଣେ ବଲିଉଡ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ହିରୋ l 90 ଦଶକରୁ ଏବେ ମଧ୍ୟ ଦର୍ଶକ ଙ୍କ ହୃଦୟରେ ଅଛନ୍ତି ଲୋକପ୍ରିୟ ଅଭିନେତା ଗୋବିନ୍ଦା l ଗୋବିନ୍ଦା ହେଉଛନ୍ତି ଜଣେ ବର୍ଷିଆନ ଅଭିନେତା ଯିଏ କି ତାଙ୍କ ଅଭିନୟ ଯାଦୁରେ ସାରା ଭାରତ ବର୍ଷରେ ନାଁ କରିବାକୁ ସକ୍ଷମ ହୋଇଛନ୍ତି l

ଗୋବିନ୍ଦା ଆଜି ପର୍ଯ୍ୟନ୍ତ ଯେଉଁ ଫିଲ୍ମ ରେ ଅଭିନୟ କରିଛନ୍ତି ସେହିଁ ଫିଲ୍ମ ସୁପରହିଟ ହେବା ସୁନିଶ୍ଚିତ ଅଟେ l ଯେତେବେଳେ ଦର୍ଶକ ଜାଣିବାକୁ ପାଆନ୍ତି ଗୋବିନ୍ଦା ଫିଲ୍ମ ର ହିରୋ ଅଛନ୍ତି ତେବେ ସେହିଁ ଫିଲ୍ମ ଦେଖିବା ପାଇଁ ଦର୍ଶକ ଆଗରୁ ହିଁ ଉତ୍ସାହିତ ଥାନ୍ତି l

ଗୋବିନ୍ଦା ଙ୍କ ଫିଲ୍ମ ହିରୋ ନମ୍ବର 1, ସ୍ୱର୍ଗ, କୁଲି ନମ୍ବର 1 ଆଦି ଫିଲ୍ମ ରେ ଅଭିନୟ କରି ଦମଦାର ଅଭିନୟ ଭାବେ ପ୍ରଶଂସା ସାଉଁଟି ଥିଲେ l ଧୀରେ ଧୀରେ ଚଢି ଚାଲିଲେ ସଫଳତାର ପାହାଚ l

ବର୍ତ୍ତମାନ ହିରୋ ଗୋବିନ୍ଦା କେବଳ ଫିଲ୍ମ ନୁହେଁ ସଂଗୀତ ଦୁନିଆରେ ମଧ୍ୟ ପାଦ ଦେଇଛନ୍ତି l ତେବେ ଓଡ଼ିଶାରେ ବର୍ତ୍ତମାନ ହିନ୍ଦୀ ଗୀତ ଗାଇଛନ୍ତି ଗୋବିନ୍ଦା l

ଯାହାକି ଓଡିଶା ବାସୀଙ୍କ ପାଇଁ ଏକ ଖୁସି ଖବର l ଅଭିନୟ କ୍ଷେତ୍ରରେ ଦକ୍ଷତା ପ୍ରତିପାଦନ ପରେ ନିଜକୁ ସଂଗୀତ କ୍ଷେତ୍ରରେ ସାମିଲ କରିଛନ୍ତି ଗୋବିନ୍ଦା l

ଓଡିଶା ଲୋକପ୍ରିୟ ସଂଗୀତ ନିର୍ଦେଶକ ଗୁଡଲି ରଥଙ୍କ ସ୍ୱର ସଂଯୋଜନା ରେ ସେ ଭୁବନେଶ୍ୱର ରେ ଗିତ ଗାଇଛନ୍ତି l ଗୋବିନ୍ଦା ଗୀତ ଗାଇବା ସହ ନିଜେ ଗୀତ ଲେଖିଛନ୍ତି l

ଏହି ଗୀତରେ ଅଭିନୟ କରିବେ ବଲିଉଡ କଳାକାର ଶକ୍ତି କପୁର ଏବଂ ଓଡ଼ିଆ ଅଭିନେତ୍ରୀ ଙ୍କୁ ଏହି ଅଭିନୟରେ ସାମିଲ କରାଯାଇ ପାରେ ଯେହେତୁ ସମସ୍ତ ସୁଟିଙ୍ଗ ଓଡ଼ିଶାରେ ହେବ l

ଓଡିଶା ମଧ୍ୟ ହିନ୍ଦୀ ଗୀତରେ ନିଜର ନାମ ଆଣିବା ପାଇଁ ଗୋବିନ୍ଦା ଙ୍କୁ ଦ୍ୱାରା ଏକ ସୁନ୍ଦର ଗୀତ ର ସ୍ୱର ସଞ୍ଜଜନା କରିଛନ୍ତି ଗୁଡଲି ରଥ l ଏବଂ ଏହି ଗୀତଟି ଭୁବନେଶ୍ୱର ଠାରେ ରେକର୍ଡ ହୋଇଥିବାର ସୂଚନା ମିଳିଛି l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ l ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

Be First to Comment

Leave a Reply

Your email address will not be published.