Press "Enter" to skip to content

ବାହାଘର ପରେ କାହିଁକି ଅଲଗା ହୋଇଥିଲେ Sidharth ଏବଂ Rachana ସାମ୍ନାକୁ ଆସିଲା ବଡ କାରଣ Ollywood

ଆପଣମାନେ ସମସ୍ତେ ବଲିଉଡ ଚଳଚ୍ଚିତ୍ର ସୁର୍ଯ୍ୟ ବଂଶୀ ବିଷୟରେ ନିଶ୍ଚିତଭାବରେ ଜାଣିଥିବେ।ଏହି ଚଳଚ୍ଚିତ୍ର ଯେତେବେଳେ ରିଲିଜ ହୋଇଥିଲା ଏହି ଚଳଚ୍ଚିତ୍ର ବହୁତ ଖରାପ ଭାବରେ ଫ୍ଲପ ହୋଇଯାଇଥିଲା।

ଏହି ଚଳଚ୍ଚିତ୍ରରେ ଅଭିନୟ କରିଥିବା ପ୍ରତ୍ୟକ କଳାକାର ନିଜର ଭୂମିକାକୁ ବହୁତ ଭଲ ଭାବରେ ପରିଲିଖିତ କରିଥିଲେ।ଚଳଚ୍ଚିତ୍ର ବହୁତ ଫ୍ଲପ ହୋଇଥିଲେ ମଧ୍ୟ କଳାକାର ମାନେ ନିଜର ବହୁତ ପ୍ରୟାସ କରିଥିଲେ।

ଏହି ଚଳଚ୍ଚିତ୍ରଟି ଏକ ପାରିବାରିକ ପରିସ୍ଥିତି ଉପରେ ଆଧାରିତ ଥିଲା।ଆଉ ପ୍ରାୟ ପ୍ରତ୍ୟକ ରବିବାର ଦିନ ଏହି ଚଳଚ୍ଚିତ୍ର ସୋନି ମ୍ୟାକ୍ସରେ ପ୍ରଦର୍ଶିତ ହୋଇଥାଏ।ଆପଣ ମାନେ ରଚନା ବାନାର୍ଜୀଙ୍କ ବିଷୟରେ ପଦେ ଅଧେ ନିଶ୍ଚିତ ଭାବରେ ଜାଣିଥିବେ।

ଆଜି ଏଠାରେ ଆମେ ରଚନା ବାନାର୍ଜିଙ୍କ ସମ୍ପୂର୍ଣ୍ଣ ବିଷୟରେ ଜଣେଇବାକୁ ଯାଉଛୁ।ତାହେଲେ ଆସନ୍ତୁ ଜାଣିବା ତାଙ୍କ ପତିଙ୍କ ବିଷୟରେ।ରଚନା ବାନାର୍ଜୀଙ୍କ ଜନ୍ମ ପ୍ରାୟ ୨ ଅକ୍ଟୋବର ୧୯୬୪ ରେ କଲିକତା ଠାରେ ହୋଇଥିଲା।

ସେ ନିଜର ଭବିଷ୍ୟତ ଏକ ବଙ୍ଗଳା ଚଳଚ୍ଚିତ୍ର ଦାନ ପ୍ରତିଦାନରୁ ଆରମ୍ଭ କରିଥିଲେ,ଆଉ ରଚନା ବାନାର୍ଜି ଏ ଚଳଚ୍ଚିତ୍ରରେ ବହୁତ ଭଲ ଭାବରେ ଅଭିନୟ କରିଥିଲେ।ତାଙ୍କର ଏହି ଭଲ କଳା ପ୍ରଦର୍ଶନ ପାଇଁ ତାଙ୍କୁ ବିଭିନ୍ନ ଚଳଚ୍ଚିତ୍ରରୁ ଅଫର ଆସିଥିଲା।

ଆଉ ଜାହାକୁ ସେ ସ୍ୱୀକାର କରିଥିଲେ।ଯେଉଁଥିରେ ମୋହିନୀ,ପୁତ୍ରପ୍ରତିମା,ଦାନବ ଓ ଲକ୍ଷ୍ମୀ ପ୍ରତିମା ଭଳି ବହୁତ ବଙ୍ଗଳା ଚଳଚ୍ଚିତ୍ର କରିଥିଲେ।ତାପରେ ସେ ବଙ୍ଗଳା ଚଳଚ୍ଚିତ୍ରରେ ସଫଳତା ପାଇବା ପରେ ସେ ହିନ୍ଦୀ ଚଳଚ୍ଚିତ୍ର ଆଡ଼କୁ ନିଜର ସଫଳତାର ପାଦ ବଢ଼େଇ ଥିଲେ।

ତାପରେ ସେ ଅମିତା ଵଚନଙ୍କ ଚଳଚ୍ଚିତ୍ର ସୁର୍ଯ୍ୟ ଵଂଶମରେ ଅଭିନୟ କରିଥିଲେ।ଆଉ ଯାହାକୁ ଦର୍ଶକ ବହୁତ ପସନ୍ଦ କରିବାରେ ଲାଗିଥିଲେ।ତାପରେ ପରବର୍ତ୍ତୀ ସମୟରେ ସେ ହିନ୍ଦୀ ଚଳଚ୍ଚିତ୍ରକୁ ଛାଡିବାକୁ ଭାବିଥିଲେ।

ଏହାର ମୁଖ୍ୟ କାରଣ ହେଲା ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିବାର ସୌଳି ତାଙ୍କୁ ପସନ୍ଦ ଆସିନଥିଲା।ସେ ହିନ୍ଦୀ ଓ ତାମିଲି,କାନାଡ଼ା ଭାଷାରେ ଚଳଚ୍ଚିତ୍ର କରିସାରିଛନ୍ତି।ତାପରେ ସେ ଚଳଚ୍ଚିତ୍ର ଜୀବନରୁ ବିରାମ ଦେଇ ନିଜ ପରିବାର ସହିତ ସମୟ କାଟିବାର ଲାଗିଛନ୍ତି।

ସେ ପ୍ରବଳ ବସଙ୍କ ସହ ବିବାହ କରିଛନ୍ତି।ଆଉ ତାଙ୍କର ନଅ ବର୍ଷର ଏକ ପୁଅ ମଧ୍ୟ ଅଛି।ଆଉ ସୂଚନାରୁ ଜଣାପଡିଛି ଯେ ସେ ବର୍ତ୍ତମାନ ତାଙ୍କ ସ୍ବାମୀଙ୍କ ସହିତ ରହୁ ନାହାନ୍ତି।

ରଚନା ବାନାର୍ଜୀ ସିଦ୍ଧାନ୍ତ ମହାପାତ୍ରଙ୍କ ସହ ପ୍ରେମ କରିଥିଲେ।ଆଉ ବାହା ହେବାକୁ ନିଷ୍ପତ୍ତି ନେଇଥିଲେ ବୋଲି ଶୁଣିବାକୁ ଆସିଥିଲା।ଆଗକୁ କିନ୍ତୁ ଏହି ଭଳି କିଛି ହୋଇ ନଥିଲା।

ରଚନା ବାନାର୍ଜୀ ଓ ସିଦ୍ଧାନ୍ତ ମହାପାତ୍ରଙ୍କ ଯୋଡିକୁ ଲୋକମାନେ ଦେଖିବାକୁ ବହୁତ ଭଲ ପାଉଥିଲେ ସେତେବେଳ ସମୟରେ ରଚନା ବାନାର୍ଜୀ ଓ ସିଦ୍ଧାନ୍ତ ମହାପାତ୍ର ମିଶି ଗୋଟେ ରୁ ଗୋଟେ ହିଟ ଚଳଚ୍ଚିତ୍ର ଦେଇଛନ୍ତି।

ରଚନା ବାନାର୍ଜୀ ଓ ସିଦ୍ଧାନ୍ତ ମହାପାତ୍ର ଦୁହେଁ ଦୁହିଁଙ୍କ ଠାରୁ କମ ନୁହଁନ୍ତି।ତାପରେ ଏମାନେ ବିବାହ କରିବାକୁ ଦୁହେଁ ଦୁହିଁଙ୍କୁ ପ୍ରତିଶୃତି ଦେଇଥିଲେ ସତ କିନ୍ତୁ ଅଲଗା ହେବାର କାରଣ ଆଜି ପର୍ଯ୍ୟନ୍ତ ଜଣା ପଡିନାହିଁ।ଆଉ ବହୁତ ଲୋକ ଏହି ଦୁଇଟି ଯୋଡିକୁ ଆଜିବି ଦେଖିବାକୁ ମିଶ କରିଥାଏ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।

ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

Be First to Comment

Leave a Reply

Your email address will not be published.